144

ମହିଳାଙ୍କୁ କରୋନା, ରାଜକନିକାରେ ଗୋଷ୍ଠୀ ସଂକ୍ରମଣ ଭୟ ଆଶଙ୍କା

ରାଜକନିକା,୩୧/୭(ଓଡ଼ିଆନ୍‌ ମିଡ଼ିଆ): ରାଜକନିକା ବ୍ଲକ୍‌ର ଚେରଟଂପଡ଼ା ଗ୍ରାମରେ ଭଡ଼ାରେ ରହୁଥିବା ଜଣେ ୨୮ ବର୍ଷୀୟ ବିବାହିତ ମହିଳା କରୋନା ପଜେଟିଭ୍ ଜଣାପଡ଼ିବା ପରେ…

129

ସାନ୍ତସାହି ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ମାଟ୍ରିକପରୀକ୍ଷାର ଟପରଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା,୩୧/୭(ଓଡ଼ିଆନ୍‌ ମିଡ଼ିଆ‌)- କେନ୍ଦ୍ରାପଡା ସହରର ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପକ୍ଷରୁ ଚଳିତବର୍ଷ ସେହି ବିଦ୍ୟାମନ୍ଦିରର ମାଟ୍ରିକ ପରୀକ୍ଷାରେ ଟପର ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ କୋଭିଡ-୧୯…

118

କେନ୍ଦ୍ରାପଡ଼ା-ହରିଦାସପୁର ରେଳ ଲାଇନରେ ଗଡ଼ିଲା ମାଲବାହୀ ଟ୍ରେନ, ବିରୋଧ କଲେ ଲୋକେ ।

କେନ୍ଦ୍ରାପଡା,୩୧/୦୭(ଓଡିଆନ ମିଡିଆ‌) : ହରିଦାସପୁର ପାରାଦ୍ବୀପ ରେଳପଥରେ ପ୍ରଥମ ମାଲବାହୀ ଟ୍ରେନ ଶୁକ୍ରବାର ଗଡ଼ିଛି। ହେଲେ ଏହି ଚଳାଚଳକୁ ବିରୋଧ କରାଯାଇଛି।…

126

ଓଡ଼ିଶାର ପ୍ରଥମ ପ୍ଲାଜ୍‌ମା ଦାନ କରିଥିବା ଯୁବକଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା

ଆଳି,୩୦/୭(ଓଡ଼ିଆନ୍ ମିଡ଼ିଆ): ଓଡ଼ିଶାର ପ୍ରଥମ ପ୍ଲାଜ୍‌ମା ଦାନ କରିଥିବା ଯୁବକ ହେଉଛନ୍ତି ଆଳି ବ୍ଲକ୍ ରାଧାନଗରର ମନୋଜ ବରାଳ । ସେ…

159

ବିରିୟାନି ଖାଇବାକୁ ନେଇ ହାତାହାତି,୮ ଆହତ

ଭଦ୍ରକ,୩୧/୭(ଓଡିଆନ ମିଡିଆ):  ବିରିୟାନି ଖାଇବାକୁ କେନ୍ଦ୍ର କରି ଦୁଇ ପକ୍ଷ ପିଟାପିଟି । ଉଭୟ ପକ୍ଷରୁ ୮ ଆହତ ହୋଇଥିବା ବେଳେ…

84

ପରିବାରକୁ କଲେ ନିଆଁ ପାଣି ବାସନ୍ଦ

କେନ୍ଦ୍ରାପଡା,୨୫/୭(ଓଡିଆନ ମିଡିଆ) ): ପାଟକୁରା ଥାନା ଅନ୍ତର୍ଗତ ବାରତୁଙ୍ଗା ଗ୍ରାମର ମହେଶ୍ୱର ବେହେରା ଓ ସର୍ବେଶ୍ୱର ବେହେରାଙ୍କ ପରିବାରକୁ କେତେକ ମୁଷ୍ଟିମେୟ ଲୋକ…

205

୮୫ବର୍ଷୀୟ ବୃଦ୍ଧ ଗାଁରେ ଖୋଳିଛନ୍ତି ୧୬ଟି ଗାଡିଆ: ‘ମନ କି ବାତ୍‌’ରେ ମୋଦି କଲେ ପ୍ରଶଂସା

ନୂଆଦିଲ୍ଲୀ: ‘ଅକେଲା ଚନା କ୍ୟା ଭାଡ ଫୋଡ ସକ୍‌ତା ହୈ?’ ହିନ୍ଦୀର ଏହି ଉକ୍ତିଟିକୁ ଆପଣ ଶୁଣିଥିବେ। ଯାହାର ଅର୍ଥ ହେଉଛି,…

183

ସୁବର୍ଣ୍ଣପୁର: ବାଇକ୍‌ ଡିକି ଭାଙ୍ଗି ଲୁଟି ନେଲେ ୨ ଲକ୍ଷ ଟଙ୍କା!

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରପୁରରେ ଆଜି ଦୁର୍ବୃତ୍ତମାନେ ବାଇକ ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି।…

130

ହିଂଜଳି ଅଞ୍ଚଳରେ ବେଆଇନ ଇଟାଭାଟ ସଂଖ୍ୟା ବଦ୍ଧୃି ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିବ କେବେ ?

ହିଂଜଳିି,(ଦୁ.ପ୍ର) : ରାଜ୍ୟର ହିଂଜଳିି ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଆସିଛି । ଦୀର୍ଘ ୨୦ ବଷ ର୍ହେଲା…

248

ରାଇସୁଆଁ ଓଭରବ୍ରିଜ୍ ରାସ୍ତା ଶୋଚନୀୟ..

କେନ୍ଦୁଝର,(ଦୁ.ପ୍ର) : କେନ୍ଦୁଝର ସଦର ବ୍ଲକ ରାଇସୁଆଁ ଓଭରବଜ୍ରି୍ ରାସ୍ତାରେ ଲଘଚୁାପ ଜନତି ଲଗାଣ ବର୍ଷା ହେବା ଯୋଗୁଁ ବର୍ଷାଜଳ ନଷ୍କିାସନ…