215

ସୀତାଫଳ ଦିଏ କେତେ ବଳ…….

ବର୍ଷାଦିନେ ହେଉଥିବା ଫଳ ମାନଙ୍କ ମଧ୍ୟରେ ସୀତା ଫଳ ଅନ୍ୟତମ । ଇଂରାଜୀରେ ଏହାକୁ sugar Apple କୁହାଯାଏ ଏହି ଫଳ ରେ ବହୁ ମାତ୍ରରେ ଭିଟାମିନ୍ ସି ଓ ମ୍ୟାଗ୍ନେସିୟମ ରହିଛି। ଏହା ଛଡା ଭିଟାମିନ ଥିଆମିନ୍ ଓ ବି ୬ ଦେଖାଯାଏ । ମଧୁମେହ ରୋଗୀମାନଙ୍କ ପାଇଁ ଏହା ଖୁବ୍ ଲାଭକାରୀ । ଏହା ରକ୍ତ ଶର୍କରା କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଅନ୍ୟ ରୋଗ ମାନଙ୍କ ମଧ୍ୟରେ ଡାଇରିଆ ଆଣ୍ଠୁଗଣ୍ଠି ବାତ କୁ ଭଲ କରି ଥାଏ। ସୀତାଫଳକୁ  କେହିକେହି ଆତ କହନ୍ତି । ବର୍ଷାଦିନେ ଏହି ଫଳ ଖାଇବା ଦରକାର । 
Spread the love