ମୁମ୍ବାଇ ,୦୪/୦୯: ଅଭିନେତ୍ରୀ କଙ୍ଗନା ରଣାଓ୍ବତ।ଙ୍କ ଏକ ବୟାନ ଚର୍ଚାର ପ୍ରସଙ୍ଗ ହୋଇଛି । ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର କହିବା ପରେ ତାଙ୍କୁ ଅନେକ ସେଲିବ୍ରିଟି ସମାଲୋଚନା କରିଥିଲେ। ଯାହା ପରେ କଙ୍ଗନା ରଣାଓ୍ବତ ସେମାନଙ୍କୁ ଚାଲେଞ୍ଜ ଦେଇ କହିଛନ୍ତି କି ” ସେ କହିଛନ୍ତି ଆସନ୍ତା ସପ୍ତାହରେ ମୁମ୍ବାଇ ଆସୁଛନ୍ତି । ଯଦି ଦମ ଅଛି ଅଟକାଇ ଦେଖାଅ । ସେ ଟ୍ବିଟ୍ କରି ଲେଖିଛନ୍ତି, ‘ମୁଁ ଦେଖୁଛି ଯେ ଅନେକ ଲୋକ ମୋତେ ମୁମ୍ବାଇ ନଯିବା ପାଇଁ ଧମକ ଦେଉଛନ୍ତି। ସେଥିପାଇଁ ମୁଁ ନିଷ୍ପତ୍ତି ନେଇଛି ଯେ ଆସନ୍ତା ସପ୍ତାହ, ମାନେ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇ ଯିବି।
I see many people are threatening me to not come back to Mumbai so I have now decided to travel to Mumbai this coming week on 9th September, I will post the time when I land at the Mumbai airport, kisi ke baap mein himmat hai toh rok le ? https://t.co/9706wS2qEd
— Kangana Ranaut (@KanganaTeam) September 4, 2020