ପାଳଙ୍ଗ ଶାଗ ସହ ଆମେ ସମସ୍ତେ ପରିଚିତ। କିନ୍ତୁ ଜାଣିଛନ୍ତି କି କେତେ ଉପକାରୀ ଅଟେ। ଏଥିରେ ଆଓତିନ୍ ଓ କ।ରେ। ଟିନ୍ ପ୍ରଚୁର ପରିମାଣରେ ରହି ଥାଏ ।ଫଳରେ ଏହା ମସ୍ତିଷ୍କ , ଚକ୍ଷୁ କୁ ବଳ ଦେଇଥାଏ। ପାଳଙ୍ଗ ରେ ଅଗ୍ ଜାଲିକ ଏସିଡ ନାମକ ତତ୍ତ୍ଵ ଥିବାରୁ ଏହା ମୂତ୍ର ନିଷ୍କାସନ କୁ ଠିକ୍ କରି ଅଶ୍ମରୀ ହେବାକୁ ଦିଏ ନାହିଁ। ଏବଂ ଅଶ୍ମରୀ କୁ ନଷ୍ଟ କରେ। ପେଟ ର ବାୟୁ ଚଳାଚଳ କୁ ଠିକ୍ କରି ହଜମ ହେବାରେ ସାହାଯ୍ୟ କରିଥାଏ। ଭିଟାମିନ ଏ ,ସି,ଓ କେ ରହିଛି ଏବଂ ଆଇରନ , ମଗ୍ନେଶିଅମ୍ ଥିବାରୁ ଏହା ରକ୍ତ ର ପରିମାଣକୁ ବଢ଼ାଇବା ସହ ରକ୍ତ ଚାପ କୁ ଠିକ୍ କରି ଥାଏ।
139