Durniti
ଭୁବନେଶ୍ୱର, ୧୧/୦୯: ରାଜ୍ୟରେ ହୁ ହୁ ହୋଇ କରୋନା ର ପ୍ରଭାବ ବଢିବାରେ ଲାଗିଛି । ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଜଣା ପଡିଛି ।