420

ଅକାରଣରେ ଓଜନ ବଢୁଛି , ହୋଇପାରେ ଏହି ରୋଗ

ଆଜିର ଏ ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜର ସ୍ବାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ବିଶେଷ ଭାବରେ ମହିଳା ମାନେ  ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ୍। ବେଳେ ବେଳେ ଖାଦ୍ୟ ପେୟ ଠିକ୍ ଥାଇ ମଧ୍ୟ ଶରୀର ର ଓଜନ ଅକାରଣ ରେ ବଢ଼ି ଥାଏ। ଏହାକୁ  ହାଲୁକା ଭାବରେ ଗ୍ରହଣ କରିବା ଉଚିତ ନୁହେଁ ।  କାରଣ ଏହା କେତେକ ରୋଗ ର ପ୍ରାଥମିକ ଲକ୍ଷଣ । ଏହି ରୋଗ ଗୁଡ଼ିକ ହେଲା Diabetes  ବା ମଧୁମେହ , Hypothyroidism ବା ଗଳ ଗ୍ରନ୍ଥି ସ୍ଵଳ୍ପ କ୍ରିୟତା,poly cystic ovarian symptom ବା ଡିମ୍ଵ।ଶୟ ଗ୍ରନ୍ଥି ବିକାର ,Obesity (ମେଦବହୁଳ) ଓ menopause (ରଜ ନିବୃତ୍ତି) । ଏହି ସବୁ ରୋଗ ରେ ବଢ଼ି ପରେ ଓଜନ ।ତେଣୁ ଡାକ୍ତର ଙ୍କ ପରାମର୍ଶ ନେବା ନିହାତି ଜରୁରୀ ଅଟେ।

Spread the love