ଯେଉଁ ବ୍ୟକ୍ତି କମନୀୟ, କାନ୍ତିପୂର୍ଣ୍ଣ, ପ୍ରିୟଭାଷୀ, କାର୍ଯ୍ୟରେ ତତ୍ପର, ସର୍ବଦା ବିଦ୍ୟାଅଧ୍ୟୟନରେ କାଳାତିପାତ କରନ୍ତି, ଅନ୍ୟର ସଦ୍ଗୁଣ ଦେଖିଲେ ଆଦର କରନ୍ତି , ଲୋକପବାଦକୁ ଭୟ କରନ୍ତି । ବୃଦ୍ଧ ବ୍ୟକ୍ତିମାନଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତି ଓ ବୃଥା ସମୟ ନଷ୍ଟ କରନ୍ତି ନାହିଁ । ଏପରି ଲୋକ ଜୀବନରେ ଉନ୍ନତି କରନ୍ତି । ହେଲେ ଉନ୍ନତି ନହେବାର କାରଣ ଏହି ସବୁ ବଦ୍ଗୁଣ ରହିଥିଲେ…
ଆଳସ୍ୟ, ଅକାରଣ ଭୟ, ମୋହବତ୍, ଅହଙ୍କାର, ଅସଭ୍ୟତା, ନିଷ୍ଟୁରତା, ଲାଳସା ଓ ଖରା, ବର୍ଷା, ଶୀତକୁ ଭୟ କରିବା ଏସବୁ କାର୍ଯ୍ୟସିଦ୍ଧିର ଅନ୍ତରାୟ ହୋଇଥାଏ ।
146